ପରିଚୟ:
ଆମ୍ଭେମାନେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ତଥା ମଣ୍ଡଳିରୁ ଆସିଥିବା ଅନୁବାଦକମାନଙ୍କର ଏକ ଦଳ ।
ଆମର କାର୍ଯ୍ୟ:
ଏକ ଯଥା ସମ୍ଭବ ସରଳ, ନିର୍ଭୁଲ୍ ତଥା ପ୍ରାକୃତିକ ଓଡ଼ିଆ ଭାଷାର ବାଇବଲ୍ ଅନୁବାଦ ପ୍ରସ୍ତୁତ କରିବା ।
ଆମର ଦର୍ଶନ:
ଏପରି ଏକ ସରଳ, ନିର୍ଭୁଲ୍ ତଥା ପ୍ରାକୃତିକ ଓଡ଼ିଆ ଭାଷାର ବାଇବଲ୍ ଅନୁବାଦ ଉପଲବ୍ଧ କରିବା ଯାହା ଓଡ଼ିଶାର ସବୁ ସ୍ଥାନର, ସବୁ ବର୍ଗର ଲୋକେ ବୁଝିପାରିବେ, ଅର୍ଥାତ୍ ଏପରିକି କମ୍ ଶିକ୍ଷିତ, ମାଣ୍ଡଳିକ ଉପାସନାରେ କେବେ ଯୋଗ ଦେଇ ନ ଥିବା, ତଥା ସୁସମାଚାର କେବେ ଶୁଣି ନ ଥିବା ଲୋକ ସୁଦ୍ଧା ସହଜରେ ବୁଝିପାରିବେ ।
ତଳେ ସମ୍ପର୍କ ହେତୁ ସନ୍ଦେଶ୍ ପଠାଇ ପାରିବେ.ଆପଣର ନାମ ଏବଂ emialର ଆବସ୍ୟକତା ନାହି,ଅନ୍ୟଥା ଆପଣ ପ୍ରଶ୍ନ ପଚାରି ଏବଂ ଉତ୍ତର ଦେଇ ପାରନ୍ତି