ଏହି ନୂତନ ବାଇବଲ୍ ଅନୁବାଦ ପ୍ରସ୍ତୁତ, ପ୍ରକାଶନ ଓ ବଣ୍ଟନ କରିବା ପାଇଁ, ଓଡ଼ିଶା ତଥା ଓଡ଼ିଶା ବାହାରେ କାର୍ଯ୍ୟ କରୁଥିବା ଖ୍ରୀଷ୍ଟୀୟ ଅନୁଷ୍ଠାନମାନଙ୍କର ସାହାଯ୍ୟ ଓ ସହଯୋଗ ନିମନ୍ତେ ଅନୁରୋଧ କରୁଅଛୁ ।
ତଳେ ସମ୍ପର୍କ ହେତୁ ସନ୍ଦେଶ୍ ପଠାଇ ପାରିବେ.ଆପଣର ନାମ ଏବଂ emialର ଆବସ୍ୟକତା ନାହି,ଅନ୍ୟଥା ଆପଣ ପ୍ରଶ୍ନ ପଚାରି ଏବଂ ଉତ୍ତର ଦେଇ ପାରନ୍ତି