ଗୋପନୀୟତାର ନିୟମ

ଆମର ୱେବ୍‌ସାଇଟ୍‌ରେ ତଥ୍ୟ ସଂଗ୍ରହ ଓ ବିଶ୍ଲେଷଣ କରିବାର ଉପକରଣ

ଯୋଗାଯୋଗ ଫର୍ମ

ଯଦି ଆପଣ ଆମର ଯୋଗଯୋଗ ଫର୍ମ ମାଧ୍ୟମରେ ଆମକୁ ପ୍ରଶ୍ନ ପଚାରନ୍ତି କିମ୍ବା ଆପଣଙ୍କ ମତାମତ ଜଣାନ୍ତି, ତେବେ ଆପଣ ଫର୍ମରେ ଆପଣଙ୍କର କିମ୍ବା ଅନ୍ୟର ଯେଉଁ ଯୋଗାଯୋଗ ଠିକଣା ଦେଇଛନ୍ତି, ତେବେ ଆପଣଙ୍କୁ ପ୍ରତ୍ୟୁତ୍ତର ଦେବାକୁ ଉପଯୁକ୍ତ ମନେହେଲେ ଆମେ ଆପଣଙ୍କୁ ପ୍ରତ୍ୟୁତ୍ତର ଦେବାଯାଏଁ ଏହି ଯୋଗାଯୋଗ ଠିକଣା ଆମ ନିକଟରେ ସଞ୍ଚିତ ହୋଇ ରହିବ। ଆପଣଙ୍କର ବିନା ସହମତିରେ ଆମ୍ଭେମାନେ ଏହି ସୂଚନା ଅନ୍ୟମାନଙ୍କୁ ଜଣାଇବୁ ନାହିଁ।

ଆମେ ଆପଣଙ୍କର ଯୋଗାଯୋଗ ଠିକଣାର ସଞ୍ଚୟ କରିବାକୁ ଆପଣ ଯେଉଁ ସହମତି ପ୍ରଦାନ କରିଥିବେ, ତାହା ଆପଣ ଯେକୌଣସି ସମୟରେ ପ୍ରତ୍ୟାହାର କରି ପାରିବେ: ଆପଣଙ୍କର ସହମତି ପ୍ରତ୍ୟାହାର କରିବାକୁ ଆପଣ ଗୋଟିଏ ସାଧାରଣ ସମ୍ବାଦ ଆମକୁ ପଠାଇବେ କିମ୍ବା ଇମୈଲ୍‌ ବା ଯୋଗାଯୋଗ ଫର୍ମରେ ଆମକୁ ଏହା ଜଣାଇ ପାରିବେ।

କୁକିଗୁଡ଼ିକ

କୁକିଗୁଡ଼ିକ ହେଉଛି ଛୋଟ ଛୋଟ ଲେଖା, ଯାହା ଆପଣ ୱେବ୍‌ସାଇଟ ଦେଖୁଥିବା କମ୍ପ୍ୟୁଟରରେ ୱେବ ବ୍ରାଉଜର ଦ୍ୱାରା ରଖାଯାଇଛି। କେତେକ କୁକିକୁ ଆପଣ ବାଛୁଥିବା ମନନୋୟନ ଅନୁସାରେ ଠିକ୍‌ ଭାବରେ କାର୍ଯ୍ୟ କରିବାକୁ ୱେବ୍‌ସାଇଟକୁ ସକ୍ଷମ କରିଥାଏ।

କେତେକ ପୃଷ୍ଠା ଅନ୍ୟମାନଙ୍କ ବିଷୟବସ୍ତୁ ଭିତରେ ରହିଥାଏ, ଯଥା- ୟୁଟୁବ୍‌ ଇତ୍ୟାଦି। ଯେଉଁଗୁଡ଼ିକ ମଧ୍ୟ କୁକିଗୁଡ଼ିକୁ ସଞ୍ଚୟ କରିଥାଏ। ଆପଣ ଚାହୁଁଥିବା ଅନୁସାରେ କୁକିଗୁଡ଼ିକୁ ନିୟନ୍ତ୍ରଣ କିମ୍ବା ଲିଭାଇ ପାରିବେ। ବିଶଦ୍‌ ବିବରଣ ପାଇଁ aboutcookies.org ଦେଖନ୍ତୁ। ଯଦି ଆପଣ କୁକିଗୁଡ଼ିକୁ ଗ୍ରହଣ କରନ୍ତି ନାହିଁ, ତେବେ ଭିତରେ ରହିଥିବା କେତେକ ବିଷୟ ଆପଣ ସେହି ୱେବ୍‌ ସାଇଟ୍‌ ଦେଖୁଥିବା ସମୟରେ ବନ୍ଦ ହୋଇପାରେ।