ସହଯୋଗୀ ହୁଅନ୍ତୁ

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ନିଶ୍ଚୟ ଜଣେ ସକ୍ରିୟ ସହଯୋଗୀ ହୋଇ ପାରିବେ । ଏହି ନୂତନ ପଦକ୍ଷେପ ନିମନ୍ତେ ନିୟମିତ ପ୍ରାର୍ଥନା କରିବା, ଅନୁବାଦ କରିବା ତାଲିମ୍ ରେ ସହଯୋଗ କରିବା, ଯେ କୌଣସି ପ୍ରକାରର ସାହାଯ୍ୟ ସମ୍ଭବ ତାହା କରିବା, ଏପରିକି ଏହି କାର୍ଯ୍ୟ ପାଇଁ ଆର୍ଥିକ ସହାୟତାର ହସ୍ତ ବଢ଼ାଇବା ଦ୍ୱାରା ଆପଣ ଏହି ମହାନ କାର୍ଯ୍ୟରେ ସହଯୋଗୀ ହୋଇ ପାରିବେ । ଆପଣ ଏହି ନୂତନ ଅନୁବାଦ ସମ୍ପର୍କରେ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ସଚେତନତା ଆଣିବା ଆପଣଙ୍କର ଏକ ବିଶେଷ ସହଯୋଗ ହେବ ।

ଅନ୍ୟକୁ ପଠାନ୍ତୁ

Your encouragement is valuable to us

Your stories help make websites like this possible.