ମଗ୍ ଦଲିନୀ ପିଲ୍ମ୍

Video Player is loading.
Current Time 0:00
Duration 0:00
Loaded: 0%
Stream Type LIVE
Remaining Time 0:00
ନିମ୍ନମାନର (94 ଏମ୍ ବି)ଉଚ୍ଚମାନର (1 GB)
 
1x
  • Chapters
  • descriptions off, selected
  • ଉପ ଶିରୋନାମା ବନ୍ଦ, selected

    ମଗଦ୍‌ଲିନା

    ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ସଂଗୃହିତ ଏହି ଚଳଚିତ୍ରଟି ମହିଳାମାନଙ୍କ ପ୍ରତି ଯୀଶୁଙ୍କର କୋମଳ ହୃଦୟକୁ ଚିତ୍ରଣ କରୁଅଛି। ଆଉ, ସମଗ୍ର ପୃଥିବୀର ଲକ୍ଷ ଲକ୍ଷ ଲୋକ ଏହାକୁ ଗ୍ରହଣ କରିଛନ୍ତି। ସେମାନଙ୍କ ପ୍ରତି ସଦାବେଳେ କୋମଳ ଆଚରଣ କରାଯାଉଅଛି, ଏହାର ଯେପରି ସେମାନେ ବୁଝିପାରିବେ ଓ ଏହାର ଉଦ୍ଦେଶ୍ୟ ଦାବି କରି ପାରିବେ, ଯେ ସେମାନଙ୍କ ପ୍ରତି ଈଶ୍ୱରଙ୍କ ପ୍ରେମ ସଦାବେଳେ ରହିଅଛି ଓ ଏହା ସେମାନେ ଅନ୍ୟମାନଙ୍କୁ ଜଣାଇବେ।

    • 1:01:04

      ମଗଦ୍‌ଲିନା - ପୂରା ଭିଡିଓ

    • 1:08

      1 ଶିରୋନାମା ଓ ଉପକ୍ରମ

    • 1:15

      2 ମଗଦଲିନା ମରିୟମ ତା’ର ସାଙ୍ଗ ରିଭ୍‌କାଙ୍କ ଘରକୁ ଗଲେ।

    • 2:29

      3 ସୃଷ୍ଟି

    • 1:27

      4 ମନୁଷ୍ୟର ପ୍ରଲୋଭନ ଓ ପତନ

    • 2:12

      5 ଅବ୍ରାହାମ

    • 1:18

      6 ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ

    • 1:56

      7 ମରିୟମଙ୍କ ନିକଟରେ ଘୋଷଣା

    • 1:16

      8 ମରିୟମ ଏଲିଜାବେଥଙ୍କ ଭେଟିବାକୁ ଗଲେ।

    • 1:18

      9 ଯୋଷେଫଙ୍କ ପ୍ରତ୍ୟୁତ୍ତର

    • 0:23

      10 ଯୀଶୁଙ୍କ ଜନ୍ମ

    • 1:04

      11 ଶିମିୟୋନଙ୍କ ଭାବବାଣୀ

    • 0:50

      12 ଆଶ୍ଚର୍ଯ୍ୟ ଜନକ ଜନ୍ମର ବ୍ୟାଖ୍ୟା

    • 1:31

      13 ଯୋହନଙ୍କ ଦ୍ୱାରା ଯୀଶୁ ଡୁବନ ନେଲେ।

    • 1:36

      14 ଧର୍ମଶାସ୍ତ୍ର ସଫଳ ହେବା ବିଷୟରେ ଯୀଶୁ ଘୋଷଣା କଲେ।

    • 3:54

      15 ଭୁତାତ୍ମାଠାରୁ ମଗଦ୍‌ଲିନା ମରିୟମ ମୁକ୍ତ ହେଲେ।

    • 1:15

      16 ରିଭ୍‌କାଙ୍କ ଘର, ଶିଷ୍ୟମାନଙ୍କୁ ବଛାହେଲା ଓ ମହିଳା ଅନୁଗମୀମାନେ

    • 0:52

      17 ରୋମୀୟ ସରକାର ସବୁକିଛି ନେଇଗଲା କିନ୍ତୁ ଯୀଶୁ ଭରସା ଦେଲେ

    • 1:09

      18 ଯୀଶୁ ବିଧବାର ପୁଅକୁ ମୃତ୍ୟୁରୁ ଉଠାଇଲେ

    • 3:57

      19 ପର୍ବତ ଉପରୁ ଉପଦେଶ

    • 5:54

      20 କୁଅ ନିକଟରେ ସ୍ତ୍ରୀଲୋକ

    • 2:14

      21 ପ୍ରାର୍ଥନା ଓ ବିଶ୍ୱାସ ବିଷୟରେ ଶିକ୍ଷା

    • 1:11

      22 ପାପିମାନଙ୍କ ସହିତ ଯୀଶୁ ମିଳାମିଶା କଲେ

    • 3:09

      23 ରକ୍ତସ୍ରାବ ରୋଗରେ ପୀଡ଼ିତା ସ୍ତ୍ରୀଲୋକ

    • 1:52

      24 ଯାଇରସଙ୍କ କନ୍ୟାକୁ ମୃତ୍ୟୁରୁ ପୁଣିଥରେ ବଞ୍ଚି ଉଠିଲା।

    • 1:39

      25 ଯୀଶୁ ୫୦୦୦ ଲୋକଙ୍କୁ ଖୁଆଇଲେ।

    • 1:39

      26 ତାହାଙ୍କର ଅନୁଗମନ କରିବାକୁ ଯୀଶୁ ଶିକ୍ଷା ଦେଲେ।

    • 1:58

      27 ବିଶ୍ରାମବାରରେ ସୁସ୍ଥ।

    • 0:53

      28 ରୋମୀୟ ଲୋକ ଓ ଯିହୁଦୀ ଧର୍ମର ଲୋକମାନେ ଯୀଶୁଙ୍କ ପ୍ରତି କ୍ରୋଧିତ ହେଲେ।

    • 1:19

      29 ବିଧବାର ଦାନ

    • 2:59

      30 ବ୍ୟଭିଚାରିଣୀ ସ୍ତ୍ରୀଲୋକ କ୍ଷମା ପାଇଲା।

    • 0:58

      31 ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ଧରାଇଦେବାକୁ ଯିଉଦା ରାଜି ହେଲା।

    • 1:59

      32 ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ଧରାଇଦିଆହେଲା, ବନ୍ଦୀ କରାଗଲା।

    • 4:29

      33 ଯୀଶୁଙ୍କୁ ବିଚାର କରାହେଲା।

    • 4:20

      34 ଯୀଶୁ ନିଜର କ୍ରୁଶ ବହନ କରି ଗଲେ ଓ ତାଙ୍କୁ କ୍ରୁଶବିଦ୍ଧ କରାହେଲା।

    • 0:47

      35 ଶିମୋନ କହିଥିବା କଥାକୁ ମରିୟମ ମନେପକାଇଲେ।

    • 0:58

      36 ପାରଦୀଶକୁ ଯିବାକୁ ଚୋରକୁ ପ୍ରତିଜ୍ଞା ଦିଆହେଲା।

    • 1:07

      37 ଅନ୍ଧକାର ହେଲା ଓ ଯୀଶୁ ମୃତ୍ୟୁ ବରଣ କଲେ।

    • 2:21

      38 ଯୀଶୁଙ୍କୁ ସମାଧି ଦିଆହେଲା।

    • 1:23

      39 ସ୍ତ୍ରୀଲୋକମାନେ ସମାଧିକୁ ଗଲେ, ସେଠାରେ ଶରୀର ନ ଥିଲା।

    • 2:37

      40 ମୃତ୍ୟୁରୁ ଉଠିଥିବା ଯୀଶୁଙ୍କୁ ମଗଦ୍‌ଲିନା ମରିୟମ ଦେଖିଲେ।

    • 2:18

      41 ଯୀଶୁଙ୍କର ମୃତ୍ୟୁ ଓ ପୁନଃରୁଥାନ ବିଷୟରେ ମଗଦ୍‌ଦଲିନା ମରିୟମ ବୁଝାଇଲେ।

    • 1:55

      42 ଈଶ୍ୱରଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବା।

    • 3:12

      43 ରିଭ୍‌କା ବିଶ୍ୱାସ କଲେ।

    • 1:38

      44 ଖ୍ରୀଷ୍ଟିୟାନ ଜୀବନ କାଟିବା

    • 1:22:31

      45 ମଗଦ୍‌ଲିନା - ନିର୍ଦ୍ଦେଶକଙ୍କ କଟା

    ଅନ୍ୟକୁ ପଠାନ୍ତୁ

    Your encouragement is valuable to us

    Your stories help make websites like this possible.