ମଗଦ୍ଲିନା
ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ସଂଗୃହିତ ଏହି ଚଳଚିତ୍ରଟି ମହିଳାମାନଙ୍କ ପ୍ରତି ଯୀଶୁଙ୍କର କୋମଳ ହୃଦୟକୁ ଚିତ୍ରଣ କରୁଅଛି। ଆଉ, ସମଗ୍ର ପୃଥିବୀର ଲକ୍ଷ ଲକ୍ଷ ଲୋକ ଏହାକୁ ଗ୍ରହଣ କରିଛନ୍ତି। ସେମାନଙ୍କ ପ୍ରତି ସଦାବେଳେ କୋମଳ ଆଚରଣ କରାଯାଉଅଛି, ଏହାର ଯେପରି ସେମାନେ ବୁଝିପାରିବେ ଓ ଏହାର ଉଦ୍ଦେଶ୍ୟ ଦାବି କରି ପାରିବେ, ଯେ ସେମାନଙ୍କ ପ୍ରତି ଈଶ୍ୱରଙ୍କ ପ୍ରେମ ସଦାବେଳେ ରହିଅଛି ଓ ଏହା ସେମାନେ ଅନ୍ୟମାନଙ୍କୁ ଜଣାଇବେ।
-
1:01:04ମଗଦ୍ଲିନା - ପୂରା ଭିଡିଓ
-
1:081 ଶିରୋନାମା ଓ ଉପକ୍ରମ
-
1:152 ମଗଦଲିନା ମରିୟମ ତା’ର ସାଙ୍ଗ ରିଭ୍କାଙ୍କ ଘରକୁ ଗଲେ।
-
2:293 ସୃଷ୍ଟି
-
1:274 ମନୁଷ୍ୟର ପ୍ରଲୋଭନ ଓ ପତନ
-
2:125 ଅବ୍ରାହାମ
-
1:186 ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କର ପୁସ୍ତକ
-
1:567 ମରିୟମଙ୍କ ନିକଟରେ ଘୋଷଣା
-
1:168 ମରିୟମ ଏଲିଜାବେଥଙ୍କ ଭେଟିବାକୁ ଗଲେ।
-
1:189 ଯୋଷେଫଙ୍କ ପ୍ରତ୍ୟୁତ୍ତର
-
0:2310 ଯୀଶୁଙ୍କ ଜନ୍ମ
-
1:0411 ଶିମିୟୋନଙ୍କ ଭାବବାଣୀ
-
0:5012 ଆଶ୍ଚର୍ଯ୍ୟ ଜନକ ଜନ୍ମର ବ୍ୟାଖ୍ୟା
-
1:3113 ଯୋହନଙ୍କ ଦ୍ୱାରା ଯୀଶୁ ଡୁବନ ନେଲେ।
-
1:3614 ଧର୍ମଶାସ୍ତ୍ର ସଫଳ ହେବା ବିଷୟରେ ଯୀଶୁ ଘୋଷଣା କଲେ।
-
3:5415 ଭୁତାତ୍ମାଠାରୁ ମଗଦ୍ଲିନା ମରିୟମ ମୁକ୍ତ ହେଲେ।
-
1:1516 ରିଭ୍କାଙ୍କ ଘର, ଶିଷ୍ୟମାନଙ୍କୁ ବଛାହେଲା ଓ ମହିଳା ଅନୁଗମୀମାନେ
-
0:5217 ରୋମୀୟ ସରକାର ସବୁକିଛି ନେଇଗଲା କିନ୍ତୁ ଯୀଶୁ ଭରସା ଦେଲେ
-
1:0918 ଯୀଶୁ ବିଧବାର ପୁଅକୁ ମୃତ୍ୟୁରୁ ଉଠାଇଲେ
-
3:5719 ପର୍ବତ ଉପରୁ ଉପଦେଶ
-
5:5420 କୁଅ ନିକଟରେ ସ୍ତ୍ରୀଲୋକ
-
2:1421 ପ୍ରାର୍ଥନା ଓ ବିଶ୍ୱାସ ବିଷୟରେ ଶିକ୍ଷା
-
1:1122 ପାପିମାନଙ୍କ ସହିତ ଯୀଶୁ ମିଳାମିଶା କଲେ
-
3:0923 ରକ୍ତସ୍ରାବ ରୋଗରେ ପୀଡ଼ିତା ସ୍ତ୍ରୀଲୋକ
-
1:5224 ଯାଇରସଙ୍କ କନ୍ୟାକୁ ମୃତ୍ୟୁରୁ ପୁଣିଥରେ ବଞ୍ଚି ଉଠିଲା।
-
1:3925 ଯୀଶୁ ୫୦୦୦ ଲୋକଙ୍କୁ ଖୁଆଇଲେ।
-
1:3926 ତାହାଙ୍କର ଅନୁଗମନ କରିବାକୁ ଯୀଶୁ ଶିକ୍ଷା ଦେଲେ।
-
1:5827 ବିଶ୍ରାମବାରରେ ସୁସ୍ଥ।
-
0:5328 ରୋମୀୟ ଲୋକ ଓ ଯିହୁଦୀ ଧର୍ମର ଲୋକମାନେ ଯୀଶୁଙ୍କ ପ୍ରତି କ୍ରୋଧିତ ହେଲେ।
-
1:1929 ବିଧବାର ଦାନ
-
2:5930 ବ୍ୟଭିଚାରିଣୀ ସ୍ତ୍ରୀଲୋକ କ୍ଷମା ପାଇଲା।
-
0:5831 ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ଧରାଇଦେବାକୁ ଯିଉଦା ରାଜି ହେଲା।
-
1:5932 ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ଧରାଇଦିଆହେଲା, ବନ୍ଦୀ କରାଗଲା।
-
4:2933 ଯୀଶୁଙ୍କୁ ବିଚାର କରାହେଲା।
-
4:2034 ଯୀଶୁ ନିଜର କ୍ରୁଶ ବହନ କରି ଗଲେ ଓ ତାଙ୍କୁ କ୍ରୁଶବିଦ୍ଧ କରାହେଲା।
-
0:4735 ଶିମୋନ କହିଥିବା କଥାକୁ ମରିୟମ ମନେପକାଇଲେ।
-
0:5836 ପାରଦୀଶକୁ ଯିବାକୁ ଚୋରକୁ ପ୍ରତିଜ୍ଞା ଦିଆହେଲା।
-
1:0737 ଅନ୍ଧକାର ହେଲା ଓ ଯୀଶୁ ମୃତ୍ୟୁ ବରଣ କଲେ।
-
2:2138 ଯୀଶୁଙ୍କୁ ସମାଧି ଦିଆହେଲା।
-
1:2339 ସ୍ତ୍ରୀଲୋକମାନେ ସମାଧିକୁ ଗଲେ, ସେଠାରେ ଶରୀର ନ ଥିଲା।
-
2:3740 ମୃତ୍ୟୁରୁ ଉଠିଥିବା ଯୀଶୁଙ୍କୁ ମଗଦ୍ଲିନା ମରିୟମ ଦେଖିଲେ।
-
2:1841 ଯୀଶୁଙ୍କର ମୃତ୍ୟୁ ଓ ପୁନଃରୁଥାନ ବିଷୟରେ ମଗଦ୍ଦଲିନା ମରିୟମ ବୁଝାଇଲେ।
-
1:5542 ଈଶ୍ୱରଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବା।
-
3:1243 ରିଭ୍କା ବିଶ୍ୱାସ କଲେ।
-
1:3844 ଖ୍ରୀଷ୍ଟିୟାନ ଜୀବନ କାଟିବା
-
1:22:3145 ମଗଦ୍ଲିନା - ନିର୍ଦ୍ଦେଶକଙ୍କ କଟା