ଯୀଶୁଙ୍କ ଚଳଚିତ୍ର

ଆପଣ ଏଠାରେ ଯୀଶୁଙ୍କ ଚଳଚିତ୍ର ଦେଖି ପାରିବେ । ଏଠାରେ ଆପଣ ମଗ୍ଦଲିନୀ  ପିଲାଙ୍କ ପାଇଁ ଯୀଶୁଙ୍କ ଚଳଚିତ୍ର ଦେଖି ପାରିବେ ।

ଯୀଶୁ

ଯୀଶୁଙ୍କ ଆଶ୍ଚର୍ଯ୍ୟ ଜନ୍ମଠାରୁ ମୃତ୍ୟୁପରେ ସମାଧିରୁ ଉଠିବା ଯାଏଁ ସମସ୍ତ ବିଷୟ ସର୍ବଦା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଥାଏ। ଲୁକ ପୁସ୍ତକରେ ତାହାଙ୍କର ଜୀବନ, ସମସ୍ତ ଆଶ୍ଚର୍ଯ୍ୟ କର୍ମ, ଶିକ୍ଷା ଓ ମାନବଜାତି ପାଇଁ ମୃତ୍ୟୁ ଉଲ୍ଲେଖ ଅଛି।

  • 2:07:53

    ଯୀଶୁ - ପୂରା ଭିଡିଓ

  • 8:08

    1 ଆରମ୍ଭ

  • 3:42

    2 ଯୀଶୁଙ୍କ ଜନ୍ମ

  • 2:15

    3 ଯୀଶୁଙ୍କ ବାଲ୍ୟ ଜୀବନ

  • 3:47

    4 ଯୋହନଙ୍କ ଦ୍ୱାରା ଯୀଶୁ ଡୁବନ ନେଲେ

  • 2:22

    5 ଯୀଶୁଙ୍କୁ ଶୟତାନ ପରୀକ୍ଷା କଲା

  • 3:07

    6 ଧର୍ମ ଶାସ୍ତ୍ରରେ ଲେଖାଯାଇଥିବା ବିଷୟ ସଫଳ ହେବାକୁ ଯୀଶୁ ଘୋଷଣା କଲେ।

  • 1:02

    7 ଫାରୂଶୀ ଓ କରାଦାୟକାରୀଙ୍କର ଦୃଷ୍ଟାନ୍ତ

  • 2:01

    8 ଆଶ୍ଚର୍ଯ୍ୟ ଭାବରେ ମାଛଧରା

  • 2:14

    9 ଯାଇରସଙ୍କ ଝିଅ ବଞ୍ଚି ଉଠିଲା।

  • 3:10

    10 ଶିଷ୍ଯମାନଙ୍କୁ ଯୀଶୁ ବାଛିଲେ

  • 1:02

    11 ସ୍ୱର୍ଗିୟ ବାକ୍ୟ

  • 3:38

    12 ପର୍ବତ ଉପରୁ ଉପଦେଶ

  • 0:19

    13 ଯେଉଁମାନେ ଶୁଣନ୍ତି ଓ ପାଳନ କରନ୍ତି ସେମାନେ ଧନ୍ୟ।

  • 2:56

    14 ପାପପୂର୍ଣ୍ଣ ସ୍ତ୍ରୀଲୋକକୁ କ୍ଷମା କରାଗଲା।

  • 0:43

    15 ମହିଳା ଶିଷ୍ୟାଗଣ

  • 1:56

    16 ଡୁବକ ଯୋହନଙ୍କୁ ବନ୍ଦୀ କରାଗଲା।

  • 2:18

    17 ବିହନ ବୁଣାଳୀ ଓ ବିହନର ଦୃଷ୍ଟାନ୍ତ

  • 0:55

    18 ଦୀପର ଦୃଷ୍ଟାନ୍ତ

  • 1:58

    19 ଯୀଶୁ ଝଡ଼କୁ ଶାନ୍ତ କଲେ

  • 2:16

    20 ଭୁତ ଧରିଥିବା ଲୋକକୁ ସୁସ୍ଥ କରାହେଲା।

  • 2:29

    21 ଯୀଶୁ ୫୦୦୦ ଲୋକଙ୍କୁ ଖୁଆଇଲେ।

  • 1:23

    22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ପିତର ଘୋଷଣା କଲେ।

  • 1:45

    23 ରୁପାନ୍ତରିତ

  • 2:15

    24 ମନ୍ଦ ଆତ୍ମା ଧରିଥିବା ପିଲାକୁ ଯୀଶୁ ସୁସ୍ଥ କଲେ।

  • 0:57

    25 ପ୍ରଭୁଙ୍କ ପ୍ରାର୍ଥନା

  • 2:23

    26 ପ୍ରାର୍ଥନା ଓ ବିଶ୍ୱାସ ବିଷୟରେ ଶିକ୍ଷା

  • 0:54

    27 ଯେଉଁମାନେ ଅନ୍ଯମାନଙ୍କୁ ପାପ କରାନ୍ତି, ସେମାନେ ହାୟ, ଦଣ୍ଡ ପାଇବେ।

  • 0:28

    28 ଈଶ୍ୱରଙ୍କ ରାଜ୍ୟ ଶୋରିଷ ଦାନା ପରି

  • 0:29

    29 ଯୀଶୁ ଶିଷ୍ଯମାନଙ୍କ ସହିତ ରହିଲେ

  • 1:57

    30 ବିଶ୍ରାମବାରରେ ସୁସ୍ଥ

  • 1:38

    31 ଉତ୍ତମ ଶମିରୋଣଙ୍କ ଦୃଷ୍ଟାନ୍ତ

  • 1:44

    32 ବାର୍ଟିମୟ ଅନ୍ଧକୁ ସୁସ୍ଥ

  • 2:21

    33 ଯୀଶୁ ଓ ଯଖିୟ

  • 0:42

    34 ନିଜର ମୃତ୍ୟୁ ଓ ପୁନଃରୁଥାନ ବିଷୟରେ ଯୀଶୁ ଆଗରୁ ପ୍ରକାଶ କଲେ।

  • 1:10

    35 ଯୀଶୁଙ୍କର ବିଜୟ ପ୍ରବେଶ

  • 1:00

    36 ଯିରୁଶାଲମ ନଗର ବିଷୟରେ ଯୀଶୁ କାନ୍ଦିଲେ।

  • 1:51

    37 ଟଙ୍କା ଅଦଳ ବଦଳ କରୁଥିବା ଲୋକମାନଙ୍କୁ ଯୀଶୁ ତଡ଼ିଲେ

  • 0:45

    38 ବିଧବାର ଦାନ

  • 0:59

    39 ଯୀଶୁଙ୍କ ଅଧିକାର ବିଷୟରେ ଆନାନ୍‌ ମହାଯାଜକ ପ୍ରଶ୍ନ କଲେ

  • 1:50

    40 ଅଙ୍ଗୁର ବଗିଚା ଓ ଭାଗଚାଷୀମାନଙ୍କ ଦୃଷ୍ଟାନ୍ତ

  • 0:58

    41 କାଇସରଙ୍କୁ କର ଦେବା

  • 2:55

    42 ଶେଷ ରାତ୍ରି ଭୋଜନ

  • 2:29

    43 ଉପର କୋଠରୀରେ ଶିକ୍ଷା

  • 4:22

    44 ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ସମର୍ପଣ କରାହେଲା ଓ ବନ୍ଦୀ କରାହେଲା।

  • 2:23

    45 ପିତର ଯୀଶୁଙ୍କୁ ଅସ୍ପୀକାର କଲେ।

  • 1:58

    46 ଯୀଶୁଙ୍କୁ ପରିହାସ କରାହେଲା ଓ ବିଭିନ୍ନ ପ୍ରଶ୍ନ କରାହେଲା।

  • 1:43

    47 ଯୀଶୁଙ୍କୁ ପିଲାତଙ୍କ ନିକଟକୁ ନିଆହେଲା।

  • 1:24

    48 ଯୀଶୁଙ୍କୁ ହେରୋଦ ରାଜାଙ୍କ ନିକଟକୁ ନିଆହେଲା।

  • 2:56

    49 ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦିଆହେଲା।

  • 3:34

    50 ଯୀଶୁ ନିଜର କ୍ରଶ ବହିଗଲେ.

  • 2:49

    51 ଯୀଶୁଙ୍କୁ କ୍ରଶବିଦ୍ଧ କରାହେଲା।

  • 0:56

    52 ସୈନ୍ଯମାନେ ଯୀଶୁଙ୍କ ଲୁଗା ବାଣ୍ଟିବାକୁ ଗୁଲିବାଣ୍ଟ କଲେ।

  • 1:06

    53 କ୍ରଶରେ ଚିହ୍ନ

  • 1:39

    54 ଦୋଷୀମାନଙ୍କୁ କ୍ରଶବିଦ୍ଧ କରାହେଲା।

  • 1:45

    55 ଯୀଶୁଙ୍କର ମୃତ୍ୟୁ

  • 2:00

    56 ଯୀଶୁଙ୍କୁ ସମାଧି ଦିଆହେଲା।

  • 1:28

    57 ସମାଧିରେ ସ୍ୱର୍ଗ ଦୂତମାନେ

  • 1:22

    58 ସମାଧି ଖାଲି ଅଛି

  • 1:55

    59 ଯୀଶୁ ମୃତ୍ୟୁରୁ ଉଠି ଦେଖାଦେଲେ

  • 1:15

    60 ମହାନ୍‌ ଆଦେଶ ଓ ସ୍ୱାର୍ଗାରୋହଣ

  • 5:40

    61 ଯୀଶୁଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବାକୁ ନିମନ୍ତ୍ରଣ।

 

ଅନ୍ୟକୁ ପଠାନ୍ତୁ