ପିଲାଙ୍କ ନିମନ୍ତେ ଯୀଶୁ ଫିଲ୍ମ୍

The Story of Jesus for Children

ପ୍ରଥମ ଶତାବ୍ଦିରେ, କିଛି ପିଲାମାନେ ଯୀଶୁଙ୍କ ବିଷୟରେ ଯାହା ଦେଖିଥିଲେ ଓ ଶୁଣିଥିଲେ ସେ ସମ୍ବନ୍ଧରେ ଆଲୋଚନା କରିବାକୁ ଏକାଠି ହେଲେ। କେତେକ ବିଶ୍ୱାସ କରନ୍ତି ଯେ ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର। କିନ୍ତୁ, ଅନ୍ୟମାନେ ଭାବନ୍ତି ଯେ ଲୋକମାନଙ୍କୁ ଯୀଶୁ ଚାଲ୍‌ କରୁଥିଲେ।

ଅନ୍ୟକୁ ପଠାନ୍ତୁ