ନବ ବାଇବଲ୍ ପ୍ରଥମ ଲେଖା

ଏ ସମସ୍ତ କେବଳ ପ୍ରାଥମିକ ଲେଖା, ତେଣୁ ଏହାକୁ ମୁଦ୍ରଣ ପାଇଁ ପ୍ରସ୍ତୁତ ବୋଲି ବିଚାର କରନ୍ତୁ ନାହିଁ । ଦ୍ୱିତୀୟରେ, ଆମ୍ଭେମାନେ ଏହାର ପାଠକ ମାନଙ୍କ ଠାରୁ ଏହି ଅନୁବାଦ ସମ୍ବନ୍ଧରେ ମତାମତ ଓ ପରାମର୍ଶ ପାଇବାକୁ ଆଶା କରୁଅଛୁ, ଯେପରି ଆମ୍ଭେମାନେ ବାଇବଲ୍ ଅନୁବାଦର CANA ନିୟମ ଅନୁସାରେ, ବର୍ତ୍ତମାନର ଓଡ଼ିଆ ଭାଷା ଅନୁସାରେ, ତାହାକୁ ସଂଶୋଧନ କରିବୁ । CANA ର ଅର୍ଥ, ସ୍ପଷ୍ଠ (Clarity), ସଠିକତା (Accuracy), ପ୍ରାକୃତିକତା (Naturalness) ଏବଂ ଗ୍ରହଣୀୟତା (Acceptability) । ଆମ୍ଭେମାନେ ଏହି ସମସ୍ତ ଅନୁବାଦର ନିୟମକୁ ଆଧାର କରି ନବ ଓଡ଼ିଆ ବାଇବଲ୍ ଅନୁବାଦ ଉପସ୍ଥାପନ କରିବାକୁ ଚେଷ୍ଟା କରୁଅଛୁ । ଏହା ପଢ଼ିବା ନିମନ୍ତେ ଆପଣଙ୍କୁ ଧନ୍ୟବାଦ!!!

draft.jpg
ଅନ୍ୟକୁ ପଠାନ୍ତୁ