ନବ ପରିଚୟ, କାର୍ଯ୍ୟ ଓ ଦର୍ଶନ

ପରିଚୟ:

ଆମ୍ଭେମାନେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ତଥା ମଣ୍ଡଳିରୁ ଆସିଥିବା ଅନୁବାଦକମାନଙ୍କର ଏକ ଦଳ ।

ଆମର କାର୍ଯ୍ୟ:

ଏକ ଯଥା ସମ୍ଭବ ସରଳ, ନିର୍ଭୁଲ୍ ତଥା ପ୍ରାକୃତିକ ଓଡ଼ିଆ ଭାଷାର ବାଇବଲ୍ ଅନୁବାଦ ପ୍ରସ୍ତୁତ କରିବା ।

ଆମର ଦର୍ଶନ:

ଏପରି ଏକ ସରଳ, ନିର୍ଭୁଲ୍ ତଥା ପ୍ରାକୃତିକ ଓଡ଼ିଆ ଭାଷାର ବାଇବଲ୍ ଅନୁବାଦ ଉପଲବ୍ଧ କରିବା ଯାହା ଓଡ଼ିଶାର ସବୁ ସ୍ଥାନର, ସବୁ ବର୍ଗର ଲୋକେ ବୁଝିପାରିବେ, ଅର୍ଥାତ୍ ଏପରିକି କମ୍ ଶିକ୍ଷିତ, ମାଣ୍ଡଳିକ                                   ଉପାସନାରେ କେବେ ଯୋଗ ଦେଇ ନ ଥିବା, ତଥା ସୁସମାଚାର କେବେ ଶୁଣି ନ ଥିବା ଲୋକ ସୁଦ୍ଧା ସହଜରେ ବୁଝିପାରିବେ ।